Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ

    Share on :
    ajab-Image
    Date: Jun 12, 2025    Views: 3011

    ଭୁବନେଶ୍ବର : ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ । 'ବର୍ଷ ୧ ପ୍ରତାରଣା ଅନେକ' ସ୍ଲୋଗାନ ଦେଇ ସାମ୍ବାଦିକ ସମ୍ମିଳନୀ ଆରମ୍ଭ କରିଥିଲେ ସାମ୍ବାଦିକ ସମ୍ମିଳନୀ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ବିଜେପି ସରକାର ପକେଟରେ ବିକାଶର ବାର୍ତ୍ତା ଦେଇଛନ୍ତି କ୍ଷ ପ୍ରତାରଣା କ’ଣ କରିଛନ୍ତି ତାର ହିସାବ ଦିଅନ୍ତୁ । ଧାନର କଟନୀ ଛଟନୀ ଜାରି ରହିଛି । ୮ରୁ ୯ କେଜି ଧାନର କଟନୀ ଛଟନୀ ହେଉଛି କ୍ଷ ସୁଭଦ୍ରା ଯୋଜନାରେ ୫୦ ହଜାର ଭାଉଚର କହି ବର୍ଷକୁ ଦୁଇ କିସ୍ତିରେ ୧୦ ହଜାର ଟଙ୍କା ଦେଉଛନ୍ତି କ୍ଷ ମହିଳା ମାନଙ୍କୁ ଦୁଷ୍କର୍ମ ହେଉଛି, ନାବାଳିକା ଗର୍ଭବତୀ ହେଉଛି । ୬୫ ଜଣ ମହିଳା ବର୍ଷେ ଭିତରେ ଦୁଷ୍କର୍ମର ଶିକାର ହୋଇଛନ୍ତି । ମହିଳା ସୁରକ୍ଷା ପ୍ରସଙ୍ଗ ନୁହେଁ ବୋଲି ଶାସକ ଦଳ କହୁଛି କ୍ଷ ବର୍ଷେ ହେଲାଣି ମେଡିକାଲ କଲେଜ ଘୋଷଣା କରିଚାଲିଛନ୍ତି କ୍ଷ ୧୮ ମାସରେ ଚିଟଫଣ୍ଡ ଟଙ୍କା ଦେବେ ବୋଲି କହିଲେ । ଏବେ କହୁଛନ୍ତି ଖତିୟାନ ମିଳୁନାହିଁ ।

    ସବୁ କ୍ଷେତ୍ରରେ ବିଜେପି ସରକାର ବିଫଳ ହୋଇଥିଲେ ମଧ୍ୟ ସରକାରୀ ଟଙ୍କାରେ ଉତ୍ସବ ପାଳନ କରୁଛି । ଏହା ବିରୋଧର ପୁରା ଓଡ଼ିଶାରେ କଂଗ୍ରେସ ପ୍ରେସମିଟ୍ ଆରମ୍ଭ କରିବ। ଲୋକଙ୍କୁ ସଚେତନ କରିବ। ସବୁ ଜିଲ୍ଲାରେ କଂଗ୍ରେସ ପ୍ରତିବାଦ ସଭା କରିବ କ୍ଷ ବର୍ଷକର ଏ ପ୍ରତାରଣା ଅନେକ କଥାକୁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇ ଦିଆଯିବ ବୋଲି ଭକ୍ତ ଦାସ କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook