Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସଭାପତି ପଦ ମିଳିଲେ ଛାଡିବିନି: ତାରା

    Share on :
    ajab-Image
    Date: May 2, 2022    Views: 4608

    ଭୁବନେଶ୍ୱର: କଂଗ୍ରେସ ଦଳରେ ଭିତରେ ବାହାରେ ଅସନ୍ତୋଷ ।ରାଜ୍ୟରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ବହୁ ଦିନ ଦଳ ଭିତରେ ଗୋଷ୍ଠୀ କନ୍ଦଳ । ପିସିସି ସଭାପତି ପଦ ପାଇଁ ବହୁ ଆଶାୟୀ । ପ୍ରତି ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରୁଥିବା ବେଳେ ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇବାର ବ୍ୟସ୍ତ ।

    ସେହି ଅସନ୍ତୋଷ କନ୍ଦଳ ଭିତରେ ବରିଷ୍ଠ କଂଗ୍ରସ ନେତା ତଥା କୋରାପୁଟ ବିଧାୟକ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା କହିଛନ୍ତି ।

    ହେଲେ ସେ ପ୍ରଦେଶ କଂଗ୍ରେସର ସଭାପତି ପଦ ପାଇଁ ସେ ବେଶ୍‌ ଆଶାବାଦୀ । ଏଥିପାଇଁ ସେ କାହାକୁ ଖୋସାମଦ କରିବେ ନାହିଁ , ସଭାପତି ପଦ ମିଳିଲେ ଛାଡିବେ ନାହିଁ ବୋଲି କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook