Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମିଳନୀ ଆରମ୍ଭ

    Share on :
    ajab-Image
    Date: Nov 18, 2025    Views: 3179

    ଭୁବନେଶ୍ୱର:  ଆରମ୍ଭ ହେଲା ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ । ଦୁଇ ଦିନ ଧରି ଚାଲିବ ସେସନ ୱାରୀ ଆଲୋଚନା ।
    ଶାସନ ବ୍ୟବସ୍ଥା ଆହୁରି କ୍ରିୟାଶୀଳ କରିବାକୁ ନେଇ ଜିଲାପାଳ ଓ ଏସପିଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପରେ ରାଜସ୍ୱ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ରହିଛି । ଶାସନ ବ୍ୟବସ୍ଥା ଆହୁରି କ୍ରିୟାଶୀଳ କରିବାକୁ ନେଇ ଏହି ସମ୍ମିଳନୀରେ ମନ୍ତ୍ରୀ ବାବୁଙ୍କୁ ଟିପସ୍‌ ଦେବେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook