Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଅସରପାରୁ ମୁକ୍ତି ଦେବ ବେକିଂ ସୋଢା,ଏମିିତି କରନ୍ତୁ ଘରେ ବ୍ୟବହାର

    Share on :
    ajab-Image
    Date: Oct 3, 2022    Views: 6287

    ରୋଷେଇ ଘରକୁ ନିୟମିତ ସଫା କରିବା ପରେ ମଧ୍ୟ ବେଳେ ବେଳେ ଅସରପାଙ୍କ ଉତ୍ପାତ କମି ନଥାଏ । ଯଦି ଆପଣଙ୍କ ରୋଷେଇ ଘରେ ଅସରପା ହଇରାଣ କରୁଥାଏ, ତେବେ ଅସରପାକୁ ବେକିଂ ସୋଢା ଜରିଆରେ ଦୂର କରିବାକୁ ପ୍ରୟାସ କରିପାରିବେ । ଅସରପାକୁ ଦେଖିଲେ ଖାଲି ଘୃଣା ଲାଗି ନଥାଏ, ବରଂ ସ୍ୱାସ୍ଥ୍ୟ ପାଇଁ ଏମାନେ ହାନିକାରକ ମଧ୍ୟ ।

    ଏହାବ୍ୟତୀତ ଅନେକ ରୋଗକୁ ଜନ୍ମ ଦେଇଥାନ୍ତି । ଏପରିକି ଅସରପା ଖାଦ୍ୟ ଉପରେ ଚାଲିଗଲେ, ଖାଦ୍ୟ ବିଷାକ୍ତ ହୋଇଯାଇଥାଏ । ତେଣୁ ରୋଷେଇ ଘରୁ ଅସରପା ସଫା କରିବା ବହୁତ ଜରୁରି । ବେକିଂ ସୋଢା ଓ ଚିନି ଅସରପାଙ୍କୁ ସଫା କରିବାରେ ସାହାଯ୍ୟ କରିପାରିବ । ବେକିଂ ସୋଢା ଓ ଚିନିର ମହକ ଅସରପାଙ୍କୁ ଟାଣିଥାଏ । ତେଣୁ ସେ ଏହି ମିଶ୍ରଣକୁ ଖାଇଥାନ୍ତି । ବେକିଂ ସୋଢା ଖାଇବା ପରେ ଅସରପା ପାଣି ପିଇବା ଦ୍ୱାରା ଶରୀରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଫଳରେ ଅସରପାର ପେଟ ଫାଟି ଯାଇଥାଏ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook