Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ବୃଦ୍ଧି ପାଇଲା CNG ମୂଲ୍ୟ

    Share on :
    ajab-Image
    Date: May 30, 2026    Views: 3088

    ନୂଆଦିଲ୍ଲୀ: ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳର CNG ଗ୍ରାହକମାନଙ୍କୁ ଏବେ ଅଧିକ ଦେୟ ଦେବାକୁ ପଡିବ। CNGର ଖୁଚୁରା ବିକ୍ରୟ ମୂଲ୍ୟ (RSP) ପ୍ରତି କିଲୋଗ୍ରାମ ୨ ବୃଦ୍ଧି କରାଯାଇଛି। ନୂତନ ଦର୨୯ ମେ ୨୦୨୬ ମଧ୍ୟରାତ୍ରିରୁ ଲାଗୁ ହୋଇଛି। ମୂଲ୍ୟ ବୃଦ୍ଧି ପରେ, CNGର ଖୁଚୁରା ମୂଲ୍ୟ ୮୪ ପ୍ରତି କିଲୋଗ୍ରାମରୁ ବୃଦ୍ଧି ପାଇ ୮୬ ପ୍ରତି କିଲୋଗ୍ରାମ ହୋଇଛି।

    CNG ମୂଲ୍ୟରେ ଏହି ବୃଦ୍ଧି ଘରୋଇ ଯାନବାହାନ ମାଲିକ, ଟ୍ୟାକ୍ସି, ଅଟୋ ରିକ୍ସା ଏବଂ ବାଣିଜ୍ୟିକ ଯାନବାହନକୁ ପ୍ରଭାବିତ କରିପାରେ। କମ୍ପାନୀ ଏକ ନୋଟିସ ଜାରି କରି ସମସ୍ତ ଡିଲରମାନଙ୍କୁ ସଂଶୋଧିତ ଦର ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook