Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୩ରୁ ପାରାଦୀପ କଳିଙ୍ଗ ବାଲିଯାତ୍ରା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Oct 9, 2026    Views: 3460

    ପାରାଦୀପ: ନଭେମ୍ବର ୨୩ରୁ ପାରାଦୀପ କଳିଙ୍ଗ ବାଲିଯାତ୍ରା। ସାତ ଦିନ ଧରି ଚାଲିବ ଏହି ମହାକୁମ୍ଭ। ଆବଶ୍ୟକ ପଡ଼ିଲେ ବଢ଼ିପାରେ ଅବଧି। ଏଥର ମଧ୍ୟ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିବ ଆୟୋଜକ କମିଟି। 

    ପାରାଦୀପ କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ପୂର୍ବବର୍ଷ ତୁଳନାରେ ଅଧିକ ଆକର୍ଷଣୀୟ କରିବାକୁ ଚାଲିଛି ପ୍ରସ୍ତୁତି। ଏଥର ଦର୍ଶକଙ୍କ ମନୋରଞ୍ଜନ ପାଇଁ ଓଲିଉଡ୍  ଓ ବଲିଉଡ୍ ର ନାମୀଦାମୀ କଳାକାରଙ୍କୁ ଆଣିବାକୁ ଯୋଜନା ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook