Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନୀତି ଆୟୋଗର ଆକାଂକ୍ଷା ବ୍ଲକ ମାନ୍ୟତା, ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Dec 11, 2025    Views: 2678

    ଭୁବନେଶ୍ବର : ନୀତି ଆୟୋଗର ଆକାଂକ୍ଷ ବ୍ଲକ କାର୍ୟ୍ୟକ୍ରମ ଅଧୀନରେ ମାଲକାନଗିରିର ଖଇରପୁଟ ବ୍ଲକ ଏବଂ କନ୍ଧମାଳର ଫିରିଙ୍ଗିଆ ବ୍ଲକ ମାନ୍ୟତା ପାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଏକ୍ସରେ ଅଭିନନ୍ଦନ ଜଣାଇଛନ୍ତି।

    ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ଆଗଧାଡ଼ିର କର୍ମୀଙ୍କ କଠିନ ପରିଶ୍ରମ ପାଇଁ ଏହି ସଫଳତା ମିଳିଛି। ଓଡ଼ିଶା ଆପଣଙ୍କ ପ୍ରୟାସ ଏବଂ ପ୍ରତିବଦ୍ଧତା ପାଇଁ ଗର୍ବିତ। ଆମ ସରକାର ପ୍ରତ୍ୟେକ ଅଞ୍ଚଳରେ ବିକାଶ  କରିବା ଉପରେ ଧ୍ୟାନ ଦେଉଛି। ଏହି ମାନ୍ୟତା ରାଜ୍ୟର ଅଧିକ ବ୍ଲକକୁ ପ୍ରଗତିର ନୂତନ ମାନଦଣ୍ଡରେ ପହଞ୍ଚିବା ପାଇଁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook