Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାନ୍ଥ ପଡ଼ି ଶିଶୁକନ୍ୟାର ମୃତ

    Share on :
    ajab-Image
    Date: Mar 19, 2023    Views: 2918

    ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମେଟାଗୁଡା ଗ୍ରାମରେ କାନ୍ଥ ପଡ଼ି ଚାରିମାସର ଶିଶୁ କନ୍ୟାର ମୃତ୍ୟୁ ଘଟିବା ସହିତ ବାପା ଓ ମା ଆହତ ହୋଇଛନ୍ତି କ୍ଷ
    ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମର ଆଇତା ମାଡକାମୀ ଏବଂ ତାଙ୍କ ପତ୍ନୀ ସହ ଚାରି ମାସର ଶିଶୁକନ୍ୟା ସ୍ଵାତି ଘରେ  ଶୋଇଥିବା ବେଳେ ଘରର କାନ୍ଥ ହଠାତ ପଡ଼ି ଯାଇଥିଲା । ଏଥିରେ ପିତା ମାତା ଆହତ ହୋଇଥିଲା ବେଳେ ଚାରିମାସର ଶିଶୁ କନ୍ୟାଟି ମୃତ୍ୟୁ ଘଟିଥିଲା। ଖବର ପାଇ ପଡିଆ ଗୋଷ୍ଠୀଉନ୍ନୟନ ଅଧିକାରୀ  ଘଟଣା ସ୍ଥଳେ ପହଞ୍ଚି ସମବେଦନା ଜଣାଇବା ଆର୍ଥିକ ସହାୟତାର  ବ୍ୟବସ୍ଥା କରିଥିଲେ। ଏଥି ସହ ଆବାସ ଯୋଜନା ପାଇଁ ବ୍ୟବସ୍ଥା କରିବା ପାଇଁ ପିଇଓ ଙ୍କୁ କହିଥିଲେ କ୍ଷ ପଡିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ କରିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook