Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କ୍ୟାପିଟାଲ୍ସ ବନାମ କିଙ୍ଗସ : ଧୋନୀଙ୍କ ବ୍ୟାଟିଂ ନିଷ୍ପତ୍ତି

    Share on :
    ajab-Image
    Date: Oct 17, 2020    Views: 3163

    ଶାରଜା : ଶାରଜାର ଛୋଟ ଗ୍ରାଉଣ୍ଡରେ ଆଇପିଏଲର ୩୬ ତମ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନେଇଛନ୍ତି ଏମ ଏସ ଧୋନୀ । ସିଏସକେ ପକ୍ଷରୁ ଏହି ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରାଯାଇଥିବା ବେଳେ ଦିଲ୍ଲୀର ଅପରିବର୍ତ୍ତିତ ଏକାଦଶ ରହିଛି । ଏନ ଜଗଦୀଶାନଙ୍କ ସ୍ଥାନରେ ଦଳ  କେଦାର ଯାଦବଙ୍କୁ ଖେଳାଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook