Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବସ୍ ଧକ୍କାରେ ବୃଦ୍ଧା ଗୁରୁତର

    Share on :
    ajab-Image
    Date: Jan 23, 2026    Views: 2439

    ପୁରୀ: ପୁରୀ ନବକଳେବର ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଗନ୍ନାଥ ବସ୍ ଧକ୍କାରେ ବୃଦ୍ଧା ଗୁରୁତର। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବୃଦ୍ଧା ଜଣକ ରାସ୍ତାରେ ଚାଲିକି ଯିବା ସମୟରେ ପଛପଟୁ ଧକ୍କା ଦେଇଥିଲା ଜଗନ୍ନାଥ ବସ୍। ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook