Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ: ୨୦୨୭ ଅଗଷ୍ଟରେ ଖୋଲିବ ସୁରଟ-ବିଲିମୋରା ସେକ୍ସନ୍

    Share on :
    ajab-Image
    Date: Jan 23, 2026    Views: 3902

    ଭୁବନେଶ୍ୱର,: ଦ୍ରୁତ ବେଗରେ ଆଗେଇ ଚାଲିଛି ଦେଶର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ । ୨୦୨୬ ଡିସେମ୍ବର ସୁଦ୍ଧା ପ୍ରଥମ ସେକ୍ସନର ନିର୍ମାଣ ପ୍ରସ୍ତୁତ ହୋଇଯିବ । ପ୍ରଥମ ସେକ୍ସନ ସୁରଟରୁ ବିଲିମୋରା ରହିବ ।
    କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଦ୍ୱିତୀୟ ସେକ୍ସନ ଭାପିରୁ ଅହମ୍ମଦାବାଦ ରହିବ । ୨୦୨୭ ପ୍ରଥମାର୍ଦ୍ଧରେ ଏହା ପ୍ରସ୍ତୁତ ହୋଇଯିବ । ଏହା ପରେ ଥାନେ ଏବଂ ତା’ପରେ ମୁମ୍ବାଇ ଯାଏ ଷ୍ଟ୍ରେଚ୍ ଲମ୍ବିବ । ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ଭଲ ରହିଛି । ୨୦୨୭ ଅଗଷ୍ଟରେ ସୁରଟରୁ ବିଲିମୋରା ପ୍ରଥମ ସେକ୍ସନ ଖୋଲିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook