Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆୟକର ସ୍ଲାବ ଅପରିବର୍ତ୍ତିତ

    Share on :
    ajab-Image
    Date: Feb 1, 2026    Views: 2391

    ନୂଆଦିଲ୍ଲୀ:ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ । କୌଣସି ପରିବର୍ତ୍ତନ କଲେନି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମର । ଅନ୍ୟପକ୍ଷରେ ଏପ୍ରିଲ ୧ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି । ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ । ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ । ଆଇଟିଆର-୧, ଆଇଟିଆର-୨ ଲୋକେ ରିଟର୍ଣ୍ଣ ଭରିପାରିବେ । ଏବେ ‘ପାନ୍’ ଜରିଆରେ ଏନଆରଆଇ ନିଜ ସମ୍ପତ୍ତି ବିକିପାରିବେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook