Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ବଜାରରେ ମିଳନ୍ତି କନ୍ୟା

    Share on :
    ajab-Image
    Date: Feb 3, 2020    Views: 3781

    ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ସଂସ୍କୃତି ରହିଛି । ବୁଲଗେରିଆର ‘ଷ୍ଟାରା ଜାଗୋର’ ନାମକ ଏକ ବଜାର ରହିଛି । ଏହି ବଜାରରେ କୌଣସି ପରିବା ବା ସଉଦା ନୁହେଁ କନ୍ୟା ମିଳିଥାନ୍ତି । କନ୍ୟା ନିଜ ପରିବାରଙ୍କ ସହିତ ଏହି ବଜାରରେ ଉପସ୍ଥିତ ରହିଥାନ୍ତି । ଏହା ପରେ ବର ନିଜ ପରିବାରଙ୍କ ସହିତ ଆସି ଅର୍ଥ ଦେଇ କନ୍ୟାକୁ କିଣିଥାନ୍ତି । ତେବେ ଏହି ବଜାର ସବୁ ଦିନ ଖୋଲିନଥାଏ । ବର୍ଷକୁ ତିନି ଥର ଖୋଲିଥାଏ । ସ୍ଥାନୀୟ ଇତିହାସ ଅନୁସାରେ, ପୂର୍ବରୁ ଗରିବ ପରିବାର ନିଜ ଝିଅର ବିବାହ କରିପାରୁନଥିଲେ । ଏଣୁ ହୋଙ୍ଗ ରାଜାଙ୍କ ନିଜ ରାଜ୍ୟ ଗରିବ ଝିଅମାନଙ୍କ ବିବାହ ପାଇଁ ଏକ ବଜାର ଖୋଲିଥିଲେ । ସେଠାରେ ବିଭିନ୍ନ ରାଜ୍ୟର ପୁଅ ଆସି ଅର୍ଥ ଦେଇ ଝିଅଙ୍କୁ ବିବାହ କରୁଥିଲେ । ଏହି ପ୍ରଥା ଆଜି ପର୍ଯ୍ୟନ୍ତ ବି ଚାଲୁଛି । ଗରିବ ଝିଅମାନଙ୍କ ସହିତ ଧନୀ ଘରର ଝିଅମାନେ ମଧ୍ୟ ଏ ବଜାରରେ ନିଜ ପରିବାରଙ୍କ ସହିତ ଆସି ବିବାହ କରିଥାନ୍ତି ।

    Maximum 500 characters

    ଅଜବ View all

    Find Us on Facebook