Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ

    Share on :
    ajab-Image
    Date: Mar 9, 2026    Views: 3159

    ବରଗଡ଼: ବରଗଡ଼ ସିଭିଲ କୋର୍ଟକୁ ସୋମବାର ପୁଣି ଇ-ମେଲରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ଏହା ଜଣାପଡ଼ିବା ପରେ ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲମାନେ କୋର୍ଟ ବାହାରକୁ ଆସିଥିବାବେଳେ ସୂଚନା ପାଇ ପୋଲିସ ପହଞ୍ଚି ତନାଘନା ଚଲାଇଛି। ବୋମା ନିଷ୍କ୍ରିୟ ଦଳ କୋର୍ଟ ପରିସରରେ ଯାଞ୍ଚ ଚଲାଇଛି । ଏହା ପୂର୍ବରୁ ଏହି କୋର୍ଟକୁ ଏଭଳି ୨ଥର ବୋମା ଧମକ ଆସିଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook