Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଲ୍ଲୀର ଦୁଇଟି କଲେଜକୁ ବୋମା ଧମକ

    Share on :
    ajab-Image
    Date: Dec 3, 2025    Views: 2462

    ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ ମିଳିଛି । ରାମଜସ କଲେଜ ଏବଂ ଦେଶବନ୍ଧୁ କଲେଜକୁ ଧମକପୂର୍ଣ୍ଣ ଇମେଲ୍‌ ଆସିଛି । ଇମେଲ୍‌ ପାଇବା ପରେ ଦିଲ୍ଲୀ ପୁଲିସ ଏକ ବୋମା ସ୍କ୍ୱାଡ ଏବଂ ଡଗ୍‌ ସ୍କ୍ୱାଡ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ଉଭୟ କ୍ୟାମ୍ପସକୁ ଖାଲି କରାଯାଇଛି । ଏପର୍ୟ୍ୟନ୍ତ ସର୍ଚ୍ଚ ଅପରେସନରେ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ମିଳିନାହିଁ । ପୁରା କଲେଜ ପରସରକୁ ଖାଲି କରି ପ୍ରତ୍ୟେକ କୋରେ ତଲାସି କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook