ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଜବାବ ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂ । ବାବୁ ସିଂ କହିଛନ୍ତି, ଆଇନ ଶୃଙ୍ଖଳା ହାତକୁ ନେବାପରେ ୨୪ ଘଣ୍ଟାରେ ଅପରାଧି ଧରାପଡ଼ୁଛନ୍ତି । ୧୦ ମାସର ସରକାର, ଲୋକେ କିପରି ନ୍ୟାୟ ପାଇବେ ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।
ଗତ ସରକାରରେ ଅପରାଧିଙ୍କ ସହିତ ବିଜେଡି ନେତା ଓ କର୍ମୀଙ୍କ ସମ୍ପୃକ୍ତି ରହୁଥିଲା । କିନ୍ତୁ ଏବେ କୌଣସି ଅପରାଧ ପଛରେ ବିଜେପି କାର୍ୟ୍ୟକର୍ତ୍ତା ସମ୍ପକ୍ତି ରହୁନାହିଁ । ଯଦି ଥାଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୃଢ କାର୍ୟ୍ୟାନୁଷ୍ଠାନ ନେବେ । ସୁ
Comments ସମସ୍ତ ମତାମତ