Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବିଜେପିର ବିଜୁଳି ବନାମ ବିଜେଡିର ଗ୍ୟାସ ରାଜନୀତି

    Share on :
    ajab-Image
    Date: Jun 14, 2023    Views: 3897

     ଭୁବନେଶ୍ୱର: ବିଜୁଳି ବନାମ ଗ୍ୟାସ ରାଜନୀତି । ଆଜି ବିଞ୍ଚଣା ଧରି ରାସ୍ତାକୁ ଓହ୍ଲାଇବ ବିଜେପି । ଘନ ଘନ ବିଦ୍ୟୁତକାଟ୍ ପ୍ରତିବାଦରେ ବିଜେପି କରିବ ବିକ୍ଷୋଭ । ଟାଟା ପାୱାର କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ ବିଜେପି କର୍ମକର୍ତା । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ବିକ୍ଷୋଭ କରାଯିବ ।

    ରାଜ୍ୟରେ ଶକ୍ତି ବିଭାଗର ଅପାରଗତା ଓ କମ୍ପାନି ପ୍ରୀତି ବିରୋଧରେ ଗର୍ଜିବ ବିଜେପି । ବିଜେଡି ବି ଚୁପ୍ ବସିନାହିଁ । ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ଧାରଣ ଦେବ ଦଳ । ସିଲିଣ୍ଡର ଧରି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି କର୍ମକର୍ତ୍ତା କମ୍ପାଇବେ ରାଜଧାନୀ । ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଏବେଠୁ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବୟାନବାଜି । ଆଗକୁ ଆରୋପ ପ୍ରତ୍ୟାରୋପର ରାଜନୀତି ଆହୁରି ଜୋର ଧରିବ ।

    Maximum 500 characters

    ଘରକରଣ View all

    Find Us on Facebook