Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୪ ରାଜ୍ୟରେ ବିଜେପିର ନୂଆ ସଭାପତି ଘୋଷଣା

    Share on :
    ajab-Image
    Date: May 28, 2026    Views: 2553

    ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗୁରୁବାର ୪ ରାଜ୍ୟରେ ବିଜେପିର ନୂଆ ସଭାପତିମାନଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ନାମ..
    ୧- ଦିଲ୍ଲୀ: ହର୍ଷ ମାଲହୋତ୍ରା
    ୨-ହରିୟାଣା: ଅର୍ଚ୍ଚନା ଗୁପ୍ତା
    ୩-ପଞ୍ଜାବ: ସର୍ଦ୍ଧାର କେୟଲ ସିଂ ଧିଲନ
    ୪-ତ୍ରିପୁରା: ଅଭିଷେକ ଦେବରାୟ

    Maximum 500 characters

    ଦେଶ ବିଦେଶ View all

    Find Us on Facebook