Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଭୋଟ ପ୍ରଚାର

    Share on :
    ajab-Image
    Date: Nov 7, 2025    Views: 2964

    ନୂଆପଡ଼ା : ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଜୟଜଂଘା ମଣ୍ଡଳ ଆମନାରା ପଞ୍ଚାୟତ ରେ ଆଜି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

    ନୂଆପଡ଼ାର ସାମଗ୍ରିକ ବିକାଶ,ସର୍ବାଙ୍ଗୀନ ଉନ୍ନତି ଏବଂ ସମୃଦ୍ଧି ଧାରାକୁ ଆହୁରି ଦୃଢ଼ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ସ୍ନେହ, ଆଶୀର୍ବାଦ ଓ ଆସ୍ଥା ପ୍ରଦାନ କରିବା ପାଇଁ ମନ୍ତ୍ରୀ ଗ୍ରାମବାସୀଙ୍କୁ ନମ୍ର ନିବେଦନ କରିଛନ୍ତି ।

    ଜୟଜଂଘା ଆମନରାଠାରେ ଏକ ସାଧାରଣ ସଭାରେ ଭୋଟର ମାନଙ୍କୁ ଉଦବୋଧନ ଦେଇ ସମ୍ବୋଧିତ କରି ବିକଶିତ ଓଡ଼ିଶା ଗଠନ ପାଇଁ ନୂଆପଡ଼ା ଅଞ୍ଚଳ ବାସୀ ବିଜେପି ର ପାର୍ଥୀଙ୍କୁ ବିଧାନସଭା କୁ ତାଙ୍କ ପ୍ରତିନିଧି ଭାବେ ପଠାଇଵା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଭୋଟର ମାନଙ୍କୁ ଆହ୍ୱାନ ଦେଇଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook