Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆପଡାରେ ସମ୍ବିତ ପାତ୍ରଙ୍କ ରୋଡ଼ ସୋ

    Share on :
    ajab-Image
    Date: Nov 7, 2025    Views: 2861

    ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ହେଭି ୱେଟ କରିଥିଲେ ନିର୍ବାଚନ ପ୍ରଚାର । କୋମନା ବ୍ଲକ ରେ ଓଡ଼ିଶା ର ମୂଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ଙ୍କ ରୋଡ଼ ସୋ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡ଼ା ବ୍ଲକ୍ ରେ ଛତିଶଗଡ ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ନିର୍ବାଚନୀ ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । 
    ସେହିପରି ପୁରୀ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଆଜି ନୂଆପଡ଼ା ଏନ.ଏ.ସି ରେ ରୋଡ ସୋ କରିଥଲେ । ଆଜି ସନ୍ଧ୍ୟା ରେ ଶହ ଶହ ଦଳୀୟ କର୍ମୀ ସମର୍ଥକଙ୍କ ସହ ନୂଆପଡା ତେଲିପଡ଼ା ସ୍ଥିତ ଶିବ ମନ୍ଦିର ଠାରୁ ଏକ ବିଶାଲ ଶୋଭାଯାତ୍ରା ରେ ବାହାରି ନୂଆପଡା ବ୍ଲକ ଛକ ପର୍ଯ୍ୟନ୍ତ ଯାଇ ବିଜେପି ପାର୍ଥି ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook