Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେଡିରୁ ଆସିଥିବା ୮ ନେତାଙ୍କୁ ବିଜେପି ଟିକେଟ

    Share on :
    ajab-Image
    Date: Apr 2, 2024    Views: 4005

    ଭୁବନେଶ୍ୱର:  ବିଧାନସଭା ନିର୍ବାଚନ ପୂର୍ବରୁ ନେତାମାନଙ୍କର ଦଳ ଡିଆଁ ବି ଚାଲିଛି । ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା ବେଳେ ବିଜେପି ନେତା ବି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ହେଲେ ସବୁଠାରୁ ବଡ କଥା ହେଉଛି ଗତ କିଛିଦିନ ହେବ ଅଧିକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଯେଉଁମାନଙ୍କୁ ଭରସା କରିଛି ବିଜେପି । ଆଉ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଛି । ବିଜେଡିରୁ ଆସିଥିବା ୮ ନେତାଙ୍କୁ ବିଜେପି ଟିକେଟ ଦେଇଛି ।

    ସେମାନଙ୍କ ନାମ ଓ କେଉଁଠୁ ବିଜେପି ସେମାନଙ୍କୁ ଟିକେଟ ଦେଇଛି ଜାଣନ୍ତୁ

    ଅରବିନ୍ଦ ଢ଼ାଲି – ଜୟଦେବ
    ଆକାଶ ଦାସ ନାୟକ – କୋରେଇ
    ରାଜେନ୍ଦ୍ର ଦାସ – ସୋର
    ସିଦ୍ଧାନ୍ତ ମହାପାତ୍ର – ଦିଗପହଣ୍ଡି
    ପ୍ରିୟଦର୍ଶୀ ମିଶ୍ର – ଉତ୍ତର ଭୁବନେଶ୍ଵର
    ପୂର୍ଣ୍ଣଚନ୍ଦ୍ର ସେଠୀ – ଖଲ୍ଲିକୋଟ
    ରଘୁରାମ ମାଛ – କୋରାପୁଟ
    ତ୍ରିନାଥ ଗମାଙ୍ଗ – ଗୁଣୁପୁର

    Maximum 500 characters

    ତାଜା ଖବର View all

    Find Us on Facebook