Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

    Share on :
    ajab-Image
    Date: Apr 3, 2024    Views: 3171

    ଭୁବନେଶ୍ବର : ବିଜୁ ଜନତା ଦଳ ତୃତୀୟ ପର୍ୟ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍‌ ଘୋଷଣା କରିଛନ୍ତି।
    ୧)ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ
    ୨) ଭଦ୍ରକ- ମଞ୍ଜୁୁଲତା ମଣ୍ଡଳ
    ୩)ବରଗଡ-ପରିଣୀତା ମିଶ୍ର
    ୪)ବ୍ରହ୍ମପୁର-ଭୃଗୁ ବକ୍ସିପାତ୍ର
    ୫)କେନ୍ଦୁଝର-ଧନୁର୍ଜନ ସିଦ୍ଧୁ

    ସୂଚନାଯୋଗ୍ୟ ବିଜେଡି ପୂର୍ବରୁ ୨ଟି ପର୍ୟ୍ୟାୟରେ ୧୫ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ।
    ୧) ଭୁବନେଶ୍ୱର- ମନ୍ମଥ ରାଉତରାୟ
    ୨)କଟକ- ସଂତୃପ୍ତ ମିଶ
    ୩) ଢେଙ୍କାନାଳ- ଅବିନାଶ ସାମଲ
    ୪) ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ
    ୫) କଳାହାଣ୍ଡି – ଲମ୍ବୋଦର ନିଆଳ
    ୬) ନବରଙ୍ଗପୁରରୁ- ପ୍ରଦୀପ ମାଝୀ
    ୭)କୋରାପୁଟ- କୈଶଲ୍ୟା ହିକ୍‌କା
    ୮)କନ୍ଧମାଳ- ଅଚ୍ୟୁତ ସାମଲ
    ୯)ଆସିକା- ରଂଜିତା ସାହୁ
    ୧୦)ପୁରୀ-ଅରୂପ ପଟ୍ଟନାୟକ
    ୧୧) ଜଗତସଂହପୁର – ରାଜଶ୍ରୀ ମଲ୍ଲିକ
    ୧୨) କେନ୍ଦ୍ରାପଡ଼ା – ଅଂଶୁମାନ ମହାନ୍ତି
    ୧୩)ଯାଜପୁର-ଶର୍ମିଷ୍ଠା ସେଠୀ
    ୧୪) ସୁନ୍ଦରଗଡ଼: ଦିଲ୍ଲୀପ ତିର୍କୀ
    ୧୫) ମୟୂରଭଞ୍ଜ: ସୁଦାମ ମାରାଣ୍ଡି

    Maximum 500 characters

    ରାଜନୀତି View all

    Find Us on Facebook