Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିର ୨୭ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

    Share on :
    ajab-Image
    Date: Apr 3, 2024    Views: 3347

    ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି  ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୨୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

    ଦ୍ୱିତୀୟ ପର୍ୟ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି ଟ୍ଟ.
    ବଣାଇ-ଭୀମସେନ ଚୌଧୁରୀ
    ବାରିପଦା-ସାନନ୍ଦ ମାରାଣ୍ଡି
    ବ୍ରଜରାଜନଗର-ଅଳକା ମହାନ୍ତି
    ଝାରସୁଗୁଡା-ଦୀପାଳି ଦାସ
    ତାଳସରା-ବିଜୟ ଟପ୍ପୋ
    ସୁନ୍ଦରଗଡ-ଯୋଗେଶ ସିଂହ
    ରାଜଗାଙ୍ଘପୁର-ଅନୀଲ ବାର୍ଲା
    ଯଶୀପୁର-ଚକ୍ରଧର ହେମ୍ବ୍ରମ୍‌
    ଉଦଳା-ଶ୍ରୀନାଥ ସୋରେନ
    ବଡସାହି-ଅନସୂୟା ପାତ୍ର

    ମୋରଡା-ପ୍ରୀତିନନ୍ଦା କାନୁନଗୋ
    ସୋର-ମାଧବ ଧଡା
    ଆଠ ମଲିକ- ନଳିନୀ ପ୍ରଧାନ
    ବୀରମହାରାଜପୁର-ପଦ୍ମନାଭ ବେହେରା
    ଖଡିଆଳ-ଅଧିରାଜ ପାଣିଗ୍ରାହୀ
    ଫୁଲବାଣୀ-ଜୟଶ୍ରୀ କହଁର
    ଉାହାଙ୍ଗା-ଅଙ୍କିତ ପ୍ରତାପ ଜେନା,
    ତିର୍ତ୍ତୋଲ-ରମାକାନ୍ତ ଭୋଇ
    ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି
    ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ
    ଏକାମ୍ର-ଅଶୋକ ପଣ୍ଡା
    ଖଲ୍ଲିକୋଟ-ସୂର୍ୟ୍ୟମଣି ବୈଦ୍ୟ

    ଆସିକା – ମଞ୍ଜୁଲତା ସ୍ୱାଇଁ
    ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
    ପାରଳାଖେମୁଣ୍ଡି-ରୂପେଶ ପାଣିଗ୍ରାହୀ
    ମୋହନା-ଅନ୍ତର୍ୟ୍ୟାମୀ ଗମାଙ୍ଗୋ
    ପଟାଙ୍ଗୀ-ପ୍ରଫୁଲ୍ଲ ପାଙ୍ଗୀ

    Maximum 500 characters

    ରାଜନୀତି View all

    Find Us on Facebook