Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦଳ ଛାଡ଼ିଲେ ପୂର୍ବତନ ବିଜେଡି କର୍ପାରେଟର

    Share on :
    ajab-Image
    Date: Sep 16, 2026    Views: 3040

    କଟକ: ଦଳ ଛାଡ଼ିଲେ ପୂର୍ବତନ କଟକ ବିଜେଡି କର୍ପୋରେଟର୍ ରମଜାନ୍ ଖାଁ । ବିଜେଡି ୱାକାଫ ବିଲ୍ ପ୍ରସଙ୍ଗରେ ସଂଖ୍ୟାଲଘୁ ସହିତ ରହି ନ ଥିବା ଅଭିଯୋଗ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । କଟକ ମହାନଗର ନିଗମର ୧୪ ନମ୍ୱର୍ ୱାର୍ଡ ରୁ ବିଜେଡି ଟିକେଟରେ କର୍ପୋରେଟର ଜିତିଥିଲେ । ୨୦୧୪ ରୁ ୨୦୧୯ ସି ଏମ୍ ସି ରେ କର୍ପୋରେଟର ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook