Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    Share on :
    ajab-Image
    Date: Apr 6, 2026    Views: 2809

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ। କେମିତି ଦଳ ସଂଗଠନ ମଜବୁତ ହେବ ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଛୁ। ୨ ରାଜ୍ୟସଭା ସାଂସଦ କେବେଠୁ ଛାଡ଼ିକି ପଳେଇଲେ। ତାହା ଏବେ ଚିନ୍ତାର କାରଣ। ନିର୍ବାଚନ ପରେ ଦଳ ବିରୋଧରେ ଭୋଟ ଦେଲେ ସଂଗଠନରେ ପ୍ରଭାବ ପଡ଼ିବ ବୋଲି ଗଣେଶ୍ୱର କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook