Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା

    Share on :
    ajab-Image
    Date: Feb 27, 2026    Views: 3068

    ଭୁବନେଶ୍ୱର:  ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ଅପରାହ୍ନ ୫ ଟାରେ ବସିବ ବଡ଼ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ମହିଳା ନିର୍ୟାତନା ଯାଏ ସମସ୍ୟା ଲାଗି ରହିଛି କ୍ଷ ଏହାକୁ କିପରି ଦଳ ଶାଣିତ ଭାବେ ଉଠାଇ ସରକାରଙ୍କ ଉପରେ ଚାପ ସୁଷ୍ଟି କରିବ ସେ ନେଇ ବିଧାୟକଙ୍କୁ ନବୀନ ଦେବେ ଗୁରୁମନ୍ତ୍ର  କ୍ଷ ବୈଠକ ରାଜ୍ୟସଭା ନିର୍ବାଚନକୁ ନେଇ ହେବ ମାନସ ମନ୍ଥନ ।

    Maximum 500 characters

    ରାଜନୀତି View all

    Find Us on Facebook