Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୪ ସାଂଗଠନିକ ଜିଲ୍ଲା ପାଇଁ ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା

    Share on :
    ajab-Image
    Date: Feb 4, 2026    Views: 2258

    ଭୁବନେଶ୍ୱର: ୪ ସାଂଗଠନିକ ଜିଲ୍ଲା  ପାଇଁ ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା। ଏନେଇ ମଙ୍ଗଳବାର ପ୍ରେସ ରିଲିଜ ପ୍ରକାଶ ପାଇଛି। ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲ୍ଲା  ସଭାପତି ଦାୟିତ୍ୱ ମିଳିଥିବାବେଳେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଭଗବାନ ଗନ୍ତାୟତ ଗଞ୍ଜାମ ଜିଲ୍ଲା କାର୍ୟ୍ୟକାରୀ ସଭାପତି। ପି. ଗୌରୀଶଙ୍କରଙ୍କୁ ରାୟଗଡ଼ା କାର୍ୟ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରି ରାଇସେନ ମୁର୍ମୁଙ୍କୁ ମୟୂରଭଞ୍ଜ-୨ର କାର୍ୟ୍ୟକାରୀ ସଭାପତି ଦାୟିତ୍ୱ ମିଳିଛି।

    ଗୌରୀ ଶଙ୍କର ପୂର୍ବ ସରକାର ସମୟରେ ଆମ ଓ ନବୀନ ଓ ଜିଲ୍ଲା  ସଂଯୋଜକ ସହିତ ବିଜେଡି ଜିଲା ଉପସଭାପତି ମଧ୍ୟ ରହିଥିଲେ । ପୂର୍ବରୁ ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ ମଧ୍ୟ ଥିଲେ ଗୌରୀ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook