ମୁଖ୍ୟ ଖବର
ଭଦ୍ରକ: ଚାନ୍ଦବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ପ୍ରତିକ୍ରିୟା ରଖିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଆସନ୍ତାକାଲି ସକାଳ ୬ରୁ ୧୨ଟା ଯାଏ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି । ଗୁରୁବାର କଳା ଦିବସ ପାଳନ କରିବ ବିଜେଡି । ଭଦ୍ରକ ଚାନ୍ଦବାଲିରେ ଚୋରା ନିଶା ବେପାର ପାଇଁ ଏତେ ବଡ଼ ଲଜ୍ଜା ଘଟିଲା । ଦୋଷୀଙ୍କ ପ୍ରତି ଦୃଢ଼ କାର୍ୟ୍ୟନୁଷ୍ଠାନ ନେବାକୁ ଦାବି କରାଯାଇଛି ।
Comments ସମସ୍ତ ମତାମତ