ମୁଖ୍ୟ ଖବର
ବାସୁଦେବପୁର: ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବିଜେଡିର ଭଦ୍ରକ ଜିଲା ସାଧାରଣ ସମ୍ପାଦକ ଭାଗିରଥି ବଳ, ଆନ୍ଦୋଳା ସରପଞ୍ଚ କାମଦେବ ମଲିକ ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ସମସ୍ତେ ଭାଜପାରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
Comments ସମସ୍ତ ମତାମତ