Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଗାନ୍ଧୀ ଜୟନ୍ତୀରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

    Share on :
    ajab-Image
    Date: Sep 26, 2025    Views: 3669

    ଭୁବନେଶ୍ବର: ବିଜେଡି ଜନସମ୍ପର୍କ ପଦଯାତ୍ରା ପ୍ରାରମ୍ଭିକ ବୈଠକରେ ନିଷ୍ପତ୍ତି। ଏଥର ମାସେ ହେବ ପଦଯାତ୍ରା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ଯାଏଁ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ସରକାରଙ୍କ ବିରୋଧରେ ଯେଉଁ ଅସନ୍ତୋଷ ଅଛି, ତାହାର ବାର୍ତ୍ତା ଗଣତନ୍ତ୍ରିକ ପଦ୍ଧତିରେ ଲୋକଙ୍କ ପାଖରେ ପହଞ୍ଚା ଯିବ। ନାରୀ ନିର୍ୟାତନା, ଚାଷୀ ହଇରାଣ, ଯୁବକ ବେକାର, ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ପରି ଅନେକ ସମସ୍ୟା ବିଜେଡି ଗ୍ରାଉଣ୍ଡକୁ ଯାଇ ଲୋକଙ୍କୁ ସଚେତନ କରିବ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟବାସୀଙ୍କ ସ୍ୱର ହେବ ବିଜେଡି।

    Maximum 500 characters

    ରାଜନୀତି View all

    Find Us on Facebook