Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅକ୍ଟୋବର ୨ରୁ ବିଜେଡିର ପଦଯାତ୍ରା

    Share on :
    ajab-Image
    Date: Sep 27, 2023    Views: 3152

    ଭୁବନେଶ୍ବର : ସାରା ରାଜ୍ୟରେ ଶାସକ ଦଳ ବିଜେଡି ପକ୍ଷରୁ ପଦଯାତ୍ରା କରାଯିବ । ବିଜେଡି କର୍ମୀଙ୍କ ପକ୍ଷରୁ ଏହି ପଦଯାତ୍ରା କରାଯିବ ।  ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି ।

    ସେ କହିଛନ୍ତି, ଆସନ୍ତା ଅକ୍ଟୋବର ୨ରୁ ୧୧ଯାଏଁ ବିଜେଡି ପକ୍ଷରୁ ପଦଯାତ୍ରା କରାଯିବ । ଏହି ଅବସରରେ ଘରେ ଘରେ ଚାଲିବ ଶଙ୍ଖ କାର୍ୟ୍ୟକ୍ରମ । ସାରା ରାଜ୍ୟରେ ବିଜେଡି କର୍ମୀ ଏହି ପଦଯାତ୍ରା କରିବେ । ସେହିଭଳି ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  

    Maximum 500 characters

    ରାଜନୀତି View all

    Find Us on Facebook