Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର

    Share on :
    ajab-Image
    Date: Jul 5, 2026    Views: 2948

    ପୁରୀ: ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପକ୍ଷୀଟି ବୁଲୁଥିବା ବେଳେ ଏହାକୁ ଉଦ୍ଧାର କରିଛନ୍ତି ଶ୍ରୀମନ୍ଦିର ସୁରକ୍ଷା କର୍ମୀ । ଉଦ୍ଧାର ପରେ ପକ୍ଷୀକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ପକ୍ଷୀଟି କେଉଁଠୁ ଆସିଛି ତାକୁ ନେଇ ତଦନ୍ତ କରୁଛି ପୋଲିସ । ବିଦେଶୀ ପକ୍ଷୀକୁ ଦେଖିବା ପାଇଁ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ଏହି ବିଦେଶୀ ପକ୍ଷୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook