Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

    Share on :
    ajab-Image
    Date: Nov 14, 2025    Views: 3154

    ବିହାର : ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର କରିଛି ଏନଡିଏ । ପ୍ରାରମ୍ଭିକ ପର୍ୟ୍ୟାୟରେ ଏନଡିଏ ବର୍ତ୍ତମାନ ସୁଦ୍ଧା ୧୮୦ ସିଟରୁ ଆଗୁଆ ରହିଥିବା ବେଳେ ମହାମେଣ୍ଟ ଏଠାରେ ୫୧ସିଟରେ ଆଗୁଆ ରହିଛି । ଅନ୍ୟ ଦଳ ଗୁଡିକ ୦୪ସିଟରେ ରହିଛି ।

    ରାଘୋପୁର ସିଟରୁ ତେଜସ୍ୱୀ ଯାଦବ ଆଗୁଆ
    ଆଲିନଗରରୁ ମୈଥିଲ ଠାକୁର ଆଗୁଆ
    ଲଖିସରାଇରୁ ବିଜୟ ସ୍ନିହା ଆଗୁଆ

    Maximum 500 characters

    ଦେଶ ବିଦେଶ View all

    Find Us on Facebook