Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

    Share on :
    ajab-Image
    Date: Nov 14, 2025    Views: 2986

    ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାଣମ୍ଭିକ ଟ୍ରେଣ୍ଡରେ ଏନଡିଏ ବର୍ତ୍ତମାନ ସୁଦ୍ଧା ୧୯୦ ସିଟରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ୪୮ ଓ ଅନ୍ୟ ଦଳ ଗୁଡିକ ୦୪ଟି ସିଟରେ ଆଗୁଆ ରହିଛନ୍ତି । ଆଜି ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

    ଏନଡିଏ- ୧୯୦
    ମହାମେଣ୍ଟ- ୪୮
    ଅନ୍ୟାନ୍ୟ- ୦୪


    ବିହାର ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ୟ୍ୟାୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଥିଲା । ପ୍ରଥମ ପର୍ୟ୍ୟାୟ ମତଦାନ ୬ନଭେମ୍ବର ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୧୧ ନଭେମ୍ବରରେ ଭୋଟ ଗ୍ରହଣ କରାଯାଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook