Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିବଶଙ୍କର ବାଲିଗୁଡ଼ା ଡିଆଇପିଆରଓ

    Share on :
    ajab-Image
    Date: Dec 15, 2025    Views: 3106

    ବାଲିଗୁଡ଼ା: ବାଲିଗୁଡ଼ା ଉପଖଣ୍ଡର  ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଭାବେ ଶିବଶଙ୍କର ସମର୍ଥ ନିଯୁକ୍ତି ପାଇଛନ୍ତି ।  ଦୀର୍ଘ ଦିନ ଧରି ଏହି ପଦବୀ ଖାଲିପଡ଼ିଥିଲେ ବି ବାଲିଗୁଡ଼ା ବିଡିଓ ପ୍ରଦୀପ କୁମାର ବାଗ ଦାୟିତ୍ୱ ନିର୍ବାହ କରୁଥିଲେ । ନବରଙ୍ଗପୁର ମୂଳ ବାସିନ୍ଦା ଶ୍ରୀ ସମର୍ଥ କାର୍ଯ୍ୟରେ ଯୋଗଦେବା ପରେ ଉପଖଣ୍ଡର ସମସ୍ତ ସାମ୍ବାଦିକଙ୍କ ସହଯୋଗ କାମନା କରିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook