Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏସଟିଏଫ୍ ଚଢଉ , ୨ ବଜ୍ରକାପ୍ତା ଉଦ୍ଧାର

    Share on :
    ajab-Image
    Date: Mar 23, 2023    Views: 3999

    ବୌଦ୍ଧ : ବୌଦ୍ଧ ବାଇପାସ୍‌ରେ ବଜ୍ରକାପ୍ତା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ବେଳେ ଏସଟିଏଫ୍ ଟିମ୍‌ର ଚଢାଉ। ଦୁଇଟି ବଜ୍ରକାପ୍ତା ଉଦ୍ଧାର କରିବା ସହ ଦୁଇ ଜଣକୁ ଅଟକ ରଖିଛି ଏସଟିଏଫ୍।

    ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲା ବଘିଆପଡା ଫରେଷ୍ଟ ସେକ୍ସନ ଟିକରପଡା ପଞ୍ଚାୟତ ଜମୁଖୋଲ ଅଞ୍ଚଳର ୨ ଜଣ ବ୍ୟକ୍ତି ଦୁଇଟି ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ବୌଦ୍ଧ ବାଇପାସ୍‌ରେ ଥିବା ସମୟରେ ଏସଟିଏଫ୍ ଟିମ୍ ଚଢାଉ କରିଥିଲା। ଏହି ସମୟରେ ୨ଟି ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହା ସହ ପୋଲିସ ୨ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook