Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ

    Share on :
    ajab-Image
    Date: Sep 16, 2023    Views: 4941

    କଟକ : ଆସନ୍ତା ଅକ୍ଟୋବର ୧୩ ତାରିଖରେ ନିଲାମ ହେବ ବଡ଼ମ୍ବା ଚିନିକଳ  । ୫ ହଜାର ଚାଷୀଙ୍କ ଅଂଶଧନରେ ୧୯୮୪ରେ ଗଢି ଉଠିଥିବା ବଡ଼ମ୍ବା ଚିନିକଳ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା  । କମ୍ପାନୀ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମୁମ୍ବାଇ ନରିମାନ ପଏଣ୍ଟ ଶାଖାରୁ ୩୬୯ କୋଟି ୫ ହଜାର ୯୬୫ ଟଙ୍କା ଋଣ ଆଣିଥିଲା । ଋଣ ପରିଶୋଧ କରି ନ ପାରିବାରୁ ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଅକ୍ଟୋବର ୧୩ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ଏହାର ନିଲାମ କରାଯିବ  । ଇସ୍ତାହାରରେ ସମ୍ପତ୍ତିର ସର୍ବନିମ୍ନ ମୂଲ୍ୟ ୧୫ କୋଟି ୧୮ଲକ୍ଷ ଟଙ୍କା ଓ ଅମାନତ ରାଶି ୭୫ ଲକ୍ଷ ୯୦ ହଜାର ଟଙ୍କା ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook