Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସ ପାଗଳର ପ୍ରଳାପ କରୁଛି-ବାବୁ ସିଂ

    Share on :
    ajab-Image
    Date: Dec 22, 2025    Views: 2764

    ଭୁବନେଶ୍ବର: ଟାଟା କମ୍ପାନୀର ଅତିରିକ୍ତ ସିକ୍ୟୁରିଟିକୁ ବିରୋଧ କରି ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ଟାଟା କମ୍ପାନୀ ଯଦି ଏହି ଅତିରିକ୍ତ ସିକ୍ୟୁରିଟି ଟାକ୍ସ ନ ହଟାଏ ତେବେ ଆଇନ ଅମାନ୍ୟ ଆନ୍ଦୋଳନ ହେବ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

     ସାମ୍ବାଦିକ ସମ୍ମିଳନୀ କରି ସରକାରକୁ କଡା ଚେତାବନୀ ଦେଇ ଦଳ ପକ୍ଷରୁ କୁହାଯାଇଛି, ଟାଟା ପାୱାର ବିଦା ନ ହେବା ଯାଏଁ ଆନ୍ଦୋଳନ ହେବ କ୍ଷ ଡିସେମ୍ବର ୨୯ରେ ସମସ୍ତ ବିଜୁଳି ଅଫିସ ଘେରାଓ କରାଯିବ କ୍ଷ ଟାଟା ପାୱାର ଜନବିରୋଧୀ କାମ କରୁଛି ଜ୍ଝ ଉପଭୋକ୍ତାଙ୍କୁ ଶୋଷଣ କରୁଛି । ଟାଟା ଯଦି ଅତିରିକ୍ତ ସିକ୍ୟୁରିଟି ବନ୍ଦ ନ କରେ ତେବେ ଡ଼ିସେମ୍ବର ୨୬ରେ ସମସ୍ତ ଜିଲ୍ଲା ହେଡ଼କ୍ଵାଟରରେ ଧାରଣା ଦିଆଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ ।

    ଏହାର ଜବାବରେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, କଂଗ୍ରେସ ଆଗ ସ୍ଥିର କରୁ କାହା ସହିତ ଆନ୍ଦୋଳନ କରିବ କ୍ଷ ଭକ୍ତ ଦାସ ମୋକିମଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି କ୍ଷ ଦଳ ଭିତରେ ଆନ୍ଦୋଳନ ଚାଲିଛି କ୍ଷ ସାରା ଦେଶରେ କଂଗ୍ରେସ ବିଲୀନ ହେଲାଣି କ୍ଷ ବୁଡି ଯାଉଥିବା ଲୋକ ଓ ବୁଡି ଯାଇଥିବା ଡ଼ଙ୍ଗା କୁଟା ପାଇଲେ ଭାବେ ସ୍ଥଳ ଭାଗକୁ ଚଢି ଯିବ କ୍ଷ ପାଗଳର ପ୍ରଳାପ କରୁଛି କଂଗ୍ରେସ କ୍ଷ ଲୋକେ କଂଗ୍ରେସକୁ ଗୁରୁତର ସହ ନ ନେବାକୁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ କ୍ଷ

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook