Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ୪ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା

    Share on :
    ajab-Image
    Date: Oct 13, 2021    Views: 2542


    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ଜନ୍ମ ସମୟକୁ ନେଇ ତାର ରାଶି ଧାର୍ଯ୍ୟ କରାଯାଏ । ଏହାର ଆଧାରରେ କୌଣସି ବ୍ୟକ୍ତିର ସ୍ୱଭାବ, ଗୁଣ, ଦୋଷବିଷୟରେ ଜଣାପଡିଥାଏ । ଏମିତି ରାଶିର ପୁରୁଷ ଅଛନ୍ତି, ସେମାନଙ୍କ ଯୁବତୀମାନେ ଶୀଘ୍ର ଆକର୍ଷିତ ହୋଇଥାନ୍ତି ।  ସେହି ରାଶି ଗୁଡିକ ହେଲା ।
    ତୁଳା: ଏହି ରାଶିର ଲୋକମାନଙ୍କ ସ୍ୱଭାବ ସମସଙ୍କ ଠାରୁ ଭିନ୍ନ ହୋଇଥାଏ । ଏମାନେ ନିଜ ସାଥିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଏହି ରାଶିର ଯୁବକଙ୍କ ସହ ଯୁବତୀମାନେ କିଛି ସମୟ ବିତାଇଲେ , ତାଙ୍କ ପ୍ରେମରେ ପଡିଯାଆନ୍ତି ।
    ମିଥୁନ ରାଶି: ଏହି ରାଶିର ପୁରୁଷ ବେଶ ରୋମା ିକ ହୋଇଥାନ୍ତି । କାହାକୁ କେଉଁଭଳି ବ୍ୟବହାର କରାଯାଏ, ଏହି ରାଶିର ବ୍ୟକ୍ତି ଭଲ ଭାବରେ ଜାଣନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ଦେଖି ଝିଅମାନେ ସ୍ୱତଃପ୍ରବୃ ଭାବେ ଯୁବତୀମାନେ ପ୍ରେମରେ ପଡିଥାନ୍ତି ।
    ସିଂହ ରାଶି: ଏହି ରାଶିର ବ୍ୟକ୍ତିମାନେ ସମ୍ପର୍କକୁ ନେଇ ବହୁତ ସଚ୍ଚୋଟ ଓ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ସମ୍ପର୍କକୁ ନେଇ ବେଶ ଭଲ ହୋଇଥାନ୍ତି ଓ ନିଜ ସାଥିମାନଙ୍କୁ ଖୁବ୍ ଭଲ ପାଇଥାନ୍ତି । ଯୁବତୀମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ।
    ମକର ରାଶି: ଏହି ରାଶିର ପୁରୁଷମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ଏମାନଙ୍କ କଥା କହିବା ଷ୍ଟାଇଲ ମଧ୍ୟ ନିଆରା ହୋଇଥାଏ । ଏହି ରାଶିର ଯୁବକମାନେ ଅଧିକ ଆକ୍ଟିଭ ଓ ସ୍ମାର୍ଟ ହୋଇଥାନ୍ତି ଏଥିପାଇଁ ମହିଳାମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ।

     

    Maximum 500 characters

    ବିଶେଷ View all

    Find Us on Facebook