Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆର ଆଇଙ୍କୁ ହାଣିଦେଲେ ଦୁର୍ବୃତ୍ତ

    Share on :
    ajab-Image
    Date: Aug 16, 2026    Views: 2837

    ପିପିଲି: ପିପିଲି ବ୍ଲକ୍ ମାଟିଆପଡ଼ା ରାଜସ୍ବନିରୀକ୍ଷକ (RI) ଆଶୁତୋଷ ସାହୁଙ୍କୁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ହାଣି ଦେଇଛନ୍ତି।ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଆର ଆଇ ଆଶୁତୋଷ ସାହୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ପିପିଲି ଆଠବାଟିଆ ଠାରେ ଆରଆଇ ଶ୍ରୀ ସାହୁଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ହାଣି ଦେଇଥିଲେ।
    ଜମିଜମା ଘଟଣାକୁ ନେଇ ଏହି ଅମାନବୀୟ ଘଟଣା ଘଟିଥିବା କୁହାଯାଉଛି। ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। ପିପିଲି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook