Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶାଶୁକୁ ପନିକିରେ ହାଣିଲା ବୋହୂ

    Share on :
    ajab-Image
    Date: Jun 28, 2026    Views: 2766

    ବାଲେଶ୍ୱର: ଶାଶୁକୁ ପନିକିରେ ହାଣିଲା ବୋହୂ। ଗୁରୁତର ଅବସ୍ଥାରେ ଶାଶୁ ମେଡିକାଲରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପଥରଘାଟା ଗାଁରେ। ପାରିବାରିକ କଳହରୁ ଶାଶୁ ଘରେ ଏକୁଟିଆ ଥିବାବେଳେ ବୋହୂ ଉତକ୍ଷିପ୍ତ ହୋଇ ଶାଶୁଙ୍କୁ ଏକ ପନିଖିରେ ଆକ୍ରମଣ କରିଥିବା ଜଣା ପଡିଛି। 

    ଆକ୍ରମଣରେ ଶାଶୁ ଗୁରୁତର ହୋଇ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଭୋଗରାଇ ପୋଲିସ ବହୂକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook