Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୋଟ ବଜେଟ୍‌ର ୩୯ ପ୍ରତିଶତ ଖର୍ଚ୍ଚ ହୋଇଛି

    Share on :
    ajab-Image
    Date: Dec 1, 2025    Views: 2528

    ଭୁବନେଶ୍ୱର: ଅକ୍ଟୋବର ଶେଷ ସୁଦ୍ଧା ବଜେଟ ୧ ଲକ୍ଷ ୧୪ ହଜାର ୫୧୮ କୋଟି ଖର୍ଚ୍ଚ ହୋଇଛି। ଯାହାକି ମୋଟ ବଜେଟ୍‌ର ୩୯ ପ୍ରତିଶତ। ଆହୁରି ୪ ମାସ ଅଛି ମାର୍ଚ୍ଚ ସୁଦ୍ଧା ବଜେଟ ଶତ ପ୍ରତିଶତ ଖର୍ଚ୍ଚ କରାଯିବ । ଯେଉଁ ବିଭାଗରେ ଖର୍ଚ୍ଚ କମ ହୋଇଛି। ସେସବୁ ବିଭାଗର ସମୀକ୍ଷା କରାଯିବ। ଗତ ବର୍ଷ ଅକ୍ଟୋବର ସୁଦ୍ଧା ୩୬% ଖର୍ଚ୍ଚ ହୋଇଥିଲା, ଏଥର କିନ୍ତୁ ୩୯% ହୋଇଛି। ମନ୍ତ୍ରୀ ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook