ମୁଖ୍ୟ ଖବର
ଭୁବନେଶ୍ୱର:୨ ବର୍ଷରେ ସାପ କାମୁଡ଼ାରେ ୧୮୫୯ଜଣ ମୃତୁ୍ୟବରଣ କରିଛନ୍ତି । ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୨୩-୨୪ରେ ୧୧୫୦ ଜଣ, ୨୦୨୪-୨୫ରେ ୭୦୯ ଜଣଙ୍କ ମୃତୁ୍ୟ ହୋଇଛି । ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପକାମୁଡ଼ାରେ ମୃତୁ୍ୟ ହୋଇଛି । ୨୦୨୪-୨୫ରେ କଟକରେ ସର୍ବାଧିକ ସାପକାମୁଡ଼ାରେ ମୃତୁ୍ୟ ହୋଇଛି ।
Comments ସମସ୍ତ ମତାମତ