Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦୁର୍ଘଟଣାରେ ମାସକରେ ୫୦୫ ମୃତ

    Share on :
    ajab-Image
    Date: Mar 13, 2025    Views: 3628

    ଭୁବନେଶ୍ୱର: ସଡ଼କ ସୁରକ୍ଷା ମାସରେ ଦୁର୍ଘଟଣା ନେଇ ୫୦୫ ମୁଣ୍ଡ । ଆଚାର୍ଯ୍ୟ ଲାଗୁଥିଲେ କଥାଟି ସତ । କାରଣ ବିଧାନସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି  ପରିବହନ ମନ୍ତ୍ରୀ ବିଭୂତି ଜେନା । 
    ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଗୋଟିଏ ମାସରେ ୮୪୮ ଦୁର୍ଘଟଣାରୁ ୪୭୨ ଜଣ ଆହତ ହୋଇଛନ୍ତି । ସଡ଼କ ସୁରକ୍ଷା ସଚେତନତା ପାଇଁ ୧କୋଟି ୮୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook