ଭୁବନେଶ୍ୱର: ପେଶା ଆଇନକୁ କେହି ଅଟକାଇ ପାରିବେନି । ପରବର୍ତ୍ତୀ ଅଧିବେଶନରେ ପେଶା ଆଇନ ଆସିବ । ମୁଲତବୀ ନୋଟିସକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତରରେ ଏହା କହିଛନ୍ତି । ସେ କହିଛନ୍ତି ପେଶା ଆଇନ ଲାଗୁ ହେବାକୁ କେହି ଅଟକାଇ ପାରିବେନି । ଖୁବଶୀଘ୍ର ଏହି ଆଇନ ଲାଗୁ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି । ଆହୁରି ତର୍ଜମାର ଆବଶ୍ୟକତା ରହିଛି । ବିଭିନ୍ନ ବିଭାଗ ସହ ଆଲୋଚନା କରିବୁ । ସବୁ ଆଦିବାସୀ ବିଧାୟକଙ୍କ ସହଯୋଗ ଓ ପରାମର୍ଶ ନିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।
Comments ସମସ୍ତ ମତାମତ