Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାନସଭାରେ ରଣେନ୍ଦ୍ର ଓ ନରସିଂହ ମୁହାଁମୁହିଁ

    Share on :
    ajab-Image
    Date: Mar 22, 2023    Views: 3419

    ଭୁବନେଶ୍ୱର: ବିଧାନସଭାରେ ଉଠିଲା ଅମଳ ଧାନ ଓ ଭାଗଚାଷୀ ପ୍ରସଙ୍ଗ । ଅମଳ ଧାନ ଓ ଭାଗ ଚାଷୀଙ୍କୁ ନେଇ ବିଧାନସଭା ପ୍ରଶ୍ନ କାଳରେ ମୁହାଁମୁହିଁ ହୋଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । । ତେବେ ଓଡିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁସାରେ ଭାଗ ଚାଷ ହେଉଛି ବେଆଇନ୍ । ଯିଏ ଭାଗଚାଷ କରିବ ଆଉ ଯିଏ ଦେବ ତାକୁ ଦଣ୍ଡ ଦେବା ସହ ସରକାର ସେ ଜମିକୁ ନିଜ ଅଧୀନକୁ ନେଇ ଯିବେ ।

    ତେବେ ମନ୍ତ୍ରୀ କିଭଳି କହୁଛନ୍ତି ଭଦ୍ରକ ଜିଳ୍ଲାରେ ଭାଗ ଚାଷୀଙ୍କ ସଂଖ୍ୟା । ସେହିଭଳି ସରକାର ଅଧିକ ଫସଲ ଅମଳ କରୁଥିବା କଥାକହିଛନ୍ତି ହେଲେ ଅଣସେଚିତ ଜମିରୁ ୧୩ କୁଇଂଟାଲ ଓ ଜଳସେଚିତ ଜମିରୁ ୧୯ କୁଇଂଟାଲ ଧାନ କିଣୁଛନ୍ତି । ତେବେ ବଳକା ଧାନ କିଣିବ କିଏ ? ମନ୍ତ୍ରୀ ରଖିଥିବା ଉତ୍ତର ନେଇ ପୁଣିଥରେ ଅସନ୍ତୋଷ ପ୍ରକାଶ କରିଥିଲେ ନରସିଂହ । ମନ୍ତ୍ରୀ ପ୍ରଶ୍ନର ସଠିକ୍ ଉତ୍ତର ରଖି ପାରୁନାହାନ୍ତି । ଏପରିକି ଉଭୟ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook