Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସିମ୍‌ ମୁନିର ପାକିସ୍ତାନର ନୂଆ ସେନା ମୁଖ୍ୟ

    Share on :
    ajab-Image
    Date: Nov 24, 2022    Views: 4167

    ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ୍‌ ଆସିମ୍‌ ମୁନିର ପାକିସ୍ତାନର ନୂଆ ସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଗୁରୁବାର ଏ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

     ଲେପ୍ଟନାଣ୍ଟ ଜେନେରାଲ୍‌ ମୁନିରଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ । ଜେନେରାଲ କମାର୍‌ ଜାଭେଦ ବାଜଓ୍ବାଙ୍କ ସ୍ଥାନରେ ଆସିମ୍‌ ମୁନିର ସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । 

    ଆସନ୍ତା ନଭେମ୍ବର ୨୯ରେ ଜେନେରାଲ ବାଜଓ୍ବାଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଚଳିତମାସ ଶେଷରେ ଜେନେରାଲ କମର ଜାବେଦ ବାଜୱା ସେନାମୁଖ୍ୟ ପଦରୁ ଅବସର ନେଉଛନ୍ତି । ତାଙ୍କ ସ୍ଥାନରେ ଅସୀମ ମୁନିର ସେନାମୁଖ୍ୟ ହେବେ । କମର ଜାବେଦ ବାଜୱା ଦୀର୍ଘ ୬ ବର୍ଷ ହେବ ପାକିସ୍ତାନର ସେନାମୁଖ୍ୟ ପଦ ସମ୍ଭାଳିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook