Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଏସିଆ କପରୁ ଚାମୀରା ବାଦ୍

    Share on :
    ajab-Image
    Date: Aug 23, 2022    Views: 4170

    କଲମ୍ବୋ: ଶ୍ରୀଲଙ୍କାର ପ୍ରମୁଖ ପେସ୍ ବୋଲର ଦୁଷ୍ମନ୍ତ ଚାମୀରା ଆହତ ହୋଇ ଆସନ୍ତା ଏସିଆ କପ୍ ଟି-ଟ୍ୱେଣ୍ଟିରୁ ବାଦ୍ ପଡ଼ିଛନ୍ତି । ଅଭ୍ୟାସ ବେଳେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା । ଫଳରେ ଶ୍ରୀଲଙ୍କା ବୋଡର଼୍ ତାଙ୍କ ସ୍ଥାନରେ ନୁୱାନ ତୁଷାରଙ୍କୁ ଦଳରେ ସାମିଲ କରିଛି ।

    ତୁଷାର ଗତ ଫେବ୍ରୁଆରୀ ମାସରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସିଏ ୪ଟି ଟି-୨୦ ଖେଳି ଦୁଇଟି ୱିକେଟ ନେଇଛନ୍ତି । ୟୁଏଇରେ ଆସନ୍ତା ୨୭ତାରିଖରୁ ଏସିଆ କପ ଆରମ୍ଭ ହେବ । ଶ୍ରୀଲଙ୍କା ଦଳ ଗ୍ରୁପ୍-ବି’ ରେ ସ୍ଥାନ ପାଇଛି । ଦଳ ଆସନ୍ତା ୨୭ ତାରିଖ ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ । 

    Maximum 500 characters

    ଅଜବ View all

    Find Us on Facebook