Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଏସିଆ କପ୍ ୨୦୨୨, ଭାରତ ପାକିସ୍ତାନ ଦଳ ବିଷୟରେ ଜାଣନ୍ତୁ

    Share on :
    ajab-Image
    Date: Aug 21, 2022    Views: 4087

    ଆସନ୍ତା ଅଗଷ୍ଟ ୨୮ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଏସିଆ କପ୍ ୨୦୨୨ ଆରମ୍ଭ ହେବାକୁ ଯାଉଛି । ଏଥିରେ ଟିମ୍ ଇଣ୍ଡିଆ ସହିତ ମୁହାଁମୁହିଁ ହେବ ପାକିସ୍ତାନ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଏହାସହିତ ବଡ ମୁକାବିଲା ପାଇଁ ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ନିଜ ଦଳ ସହ ପ୍ରସ୍ତୁତ ହେଉଛନ୍ତି । ଏସିଆ କପ ପୂର୍ବରୁ ଖେଳାଳୀ ମାନେ ଗ୍ରୀନ ନେଦରଲ୍ୟାଣ୍ଡର ଓଡ଼ିଆଇ ସିରିଜ୍ ଗସ୍ତରେ ଅଛନ୍ତି । ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ଏସିଆ କପରେ ଭାରତୀୟ ଦଳର ନେତୃତ୍ୱ ନେବେ । 

    ଭାରତ ଏସିଆ କପ୍ ଦଳ
    ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀକ ହୁଡା, ରିଶଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଧିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ରବି ବିଷ୍ଣୁ, ଭୁବନେଶ୍ୱର କୁମାର, ଅର୍ଶଦୀ ସିଂ, ଆବେଶ ଖାନ
    ଷ୍ଟାଣ୍ଡବାଇ: ଆକ୍ସର ପଟେଲ, ଦୀପକ ଚହର, ଶ୍ରେୟସ୍ ଆୟର  ।
    ପାକିସ୍ତାନ ଏସିଆ କ୍ ଦଳ
    ବାବର ଆଜାମ (କ୍ୟାପଟେନ), ଶାଦବ ଖାନ, ଅସୀଫ ଅଲି, ଫଖର ଜମାନ, ହାଇଦର ଅଲି, ହରିସ ରାଉଫ, ଇଫତିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିଅର, ନାସିମ ଶାହା, ଶାହିନ ଶାହ ଆଫ୍ରିଦି, ଶାହନାୱାଜ ଦାହାନୀ, ଉସମାନ କୁ୍ୟଦୀର ।

    Maximum 500 characters

    ଅଜବ View all

    Find Us on Facebook