Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସରକାର ଯେଉଁ ବିଲ୍ ଆଣିଛନ୍ତି, ଏହା ଦ୍ଵାରା ଓଡ଼ିଶାର ବହୁତ କ୍ଷତି ହେବ: ଅରୁଣ ସାହୁ

    Share on :
    ajab-Image
    Date: Apr 16, 2026    Views: 3004

    ଭୁବନେଶ୍ବର: ଲୋକସଭା ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଯେଉଁ ବିଲ୍ ଆଣିଛନ୍ତି, ଏହା ଦ୍ଵାରା ଓଡ଼ିଶାର ବହୁତ କ୍ଷତି ହେବ ବୋଲି ଅଭିଯୋଗ କରିଛି ବିଜେଡି । ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି, ବିଧାନସଭା ଓ ଲୋକସଭାରେ ଓଡିଶାର ପ୍ରତିନିଧିତ୍ବ କମିବ।

    ଯଦି ୫୦ ପ୍ରତିଶତ ଆସନ ବଢ଼େ, ସେହି ଅନୁସାରେ କାହିଁକି ଓଡ଼ିଶାର ଆସନ ବଢ଼ିବ ନାହିଁ। ଓଡ଼ିଶା ଭଳି କେରଳ, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଂଗ,ତାମିଲନାଡୁ ବି କ୍ଷତି ସହିବେ । ରାଜନୈତିକ ଅଭିସନ୍ଧି ରଖି ବିଜେପି ସୀମା ନିର୍ଧାରଣ କରୁଛି କ୍ଷ

    ଓଡ଼ିଶାର ବିଜେପି ନେତା ପ୍ରଥମେ ମା ମାଟି କଥା କୁହନ୍ତୁ କ୍ଷ ନହେଲେ ଓଡିଶାବାସୀ କେବେ ବି ବିଜେପିକୁ କ୍ଷମା କରିବେ ନାହିଁ କ୍ଷ ଷଡଯନ୍ତ୍ର କରି ସୀମା ପୁନଃ ନିର୍ଦ୍ଧାରଣ କରୁଛି। ଏଥିରେ ଙଈଉ ବର୍ଗର ସବୁଠୁ ଅଧିକ କ୍ଷତି ହେବ କ୍ଷ ୨୦୧୧ ଜନ ଗଣନା ନେଇ ସୀମା ପୂର୍ଣ୍ଣନିର୍ଦ୍ଧାରଣ କରାଯାଉଛି । ଯାହା ହେବାକୁ ଯାଉଛି, ସେଥିପ୍ରତି ଦେଶବାସୀ ଓ ରାଜ୍ୟବାସୀ ସତର୍କ ରହନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ ।

    Maximum 500 characters

    ରାଜନୀତି View all

    Find Us on Facebook